ଲଦାଖ ସୀମାରେ ୫ ହଜାର ଚୀନ ସେନା: ଜବାବରେ ନିଜର ସୈନ୍ୟ ସଂଖ୍ୟା ବଢାଇଲା ଭାରତ

ନୂଆଦିଲ୍ଲୀ : ଲଦାଖରେ ଥିବା ଭାରତ ଚୀନ ସୀମାରେ ଉତ୍ତେଜନା ଜାରି ରହିଛି। ଏହି ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ଚୀନ ସେନା ପ୍ରାୟ ୫ ହଜାର ଯବାନ ମୁତୟନ କରିଥିବାରୁ ଭାରତ ମଧ୍ୟ ନିଜର ସୈନିକ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି। ଉଭୟ ପକ୍ଷର ବହୁ ସାମରିକ ଯାନ ସୀମା ନିକଟରେ ରହିଛି। ସୀମା ସେପଟେ ଚୀନ ସେନା ପକ୍ଷରୁ ଏକ ବଡ଼ଧରଣର ସମରାଭ୍ୟାସ ଚାଲିଥିବାରୁ ଭାରତୀୟ ସେନା … Continue reading ଲଦାଖ ସୀମାରେ ୫ ହଜାର ଚୀନ ସେନା: ଜବାବରେ ନିଜର ସୈନ୍ୟ ସଂଖ୍ୟା ବଢାଇଲା ଭାରତ